କଲେଜ ସମ୍ମୁଖରେ ଛାତ୍ରଙ୍କୁ ହାଣିଲେ, ଅମରେଶ ହତ୍ୟାକାଣ୍ଡର ପ୍ରତି‌ଶୋଧ

ଜନ୍ମଦିନରେ ରକ୍ତର ଜବାବ୍ ରକ୍ତରେ ଖଣ୍ଡଗିରି: ମଙ୍ଗଳବାର ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟା ବେଳେ ଯାଁଳା ଫାଣ୍ଡି ଅଧୀନ ମଦନପୁରସ୍ଥିତ ନିସ୍‌ କଲେଜର ଜଣେ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଛାତ୍ରଜଣକ ହେଲେ, ସୁନ୍ଦରପଦା ଗାଁର ବିଜୟ ଗଜେନ୍ଦ୍ରଙ୍କ ପୁଅ ଜଗଜିତ୍‌(୧୯)। ସେ ନିସ୍ କଲେଜରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ଵିତୀୟ ବାର୍ଷର ଛାତ୍ର। ପ୍ରାୟ ୧୫ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା … Continue reading କଲେଜ ସମ୍ମୁଖରେ ଛାତ୍ରଙ୍କୁ ହାଣିଲେ, ଅମରେଶ ହତ୍ୟାକାଣ୍ଡର ପ୍ରତି‌ଶୋଧ